ଖରା ଦିନେ ଥଣ୍ଡା ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସତର୍କ

ସାଧାରଣତଃ ଆମେ ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ପାଉ। କେହି ଫ୍ରିଜ୍‌ ପାଣି ପିଏ ତ ଆଉ କିଏ ମାଟି ହାଣ୍ଡିର ପାଣି ପିଇଥାଏ। ହେଲେ ଖରାରୁ ଆସିଲା ମାତ୍ରେ ତୁରନ୍ତ ଫ୍ରିଜ୍‌ରେ ଥିବା ଥଣ୍ଡା ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ। ଏପରି ଅଭ୍ୟାସ ଯଦି ଅଛି ତେବେ ରୋଗ ଆପଣଙ୍କୁ ଗ୍ରାସ କରିପାରେ। ଏହି ଅଭ୍ୟାସରୁ ଦୂରେଇ ରହିବାକୁ ଆୟୁର୍ବେଦରେ ମଧ୍ୟ କୁହାଯାଇଛି। ‘ଦ କମ୍ପଲିଟ୍‌ … Continue reading ଖରା ଦିନେ ଥଣ୍ଡା ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସତର୍କ